ନାସ୍ ପାତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବି(ତୁର୍କୀ) (ସଂସ୍କୃତ - ନାମ ଅମୃତଫଳ; ଅମ୍ଭଃଫଳ) ସମ୍ପାଦନା

କାବୁଲୀ ଖାଦ୍ୟଫଳ ବିଶେଷ — Pear; Pyrus Communis.

[ଦ୍ରଷ୍ଟବ୍ୟ —ଏହା ସେଓ ଫଳ ପରି ଦେଖାଯାଏ ଏହାର ଗଛ ହିମାଳୟ ଓ ଦକ୍ଷିଣ ଭାରତର ନୀଳଗିରି ପର୍ବତରେ ଜନ୍ମେ]