ନାସ୍ତିକତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନାସ୍ତିକହ—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ - (ନାସ୍ତିକ+ଭାବ. ତା) ସମ୍ପାଦନା

ନାସ୍ତିକର ଭାବ ବା ଧର୍ମ; ଈଶ୍ୱର, ପରଲୋକ ଓ ବେଦ ମିଥ୍ୟା, ଏଭଳି ବିଶ୍ୱାସ —Infidelity; atheism; beresy.