ନାଳଚା
ନାଳଚା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - (ସଂସ୍କୃତ - ଲାଳସା)
ସମ୍ପାଦନା- ୧. ସ୍ପୃହା; ଲାଳସା; ଆକାଂକ୍ଷା — ୧. Yearing; hankering; longing.
- ୨. ଧନାଶା —୨. Yearing after wealth.
- ୩. ଲାଳାୟିତ ଅବସ୍ଥା —୩. The state of hankering after a thing.
- ୪. (ସଂସ୍କୃତ - ଲାଳନ) ଲାଳନ; ଗେଲବସର କରିବା; ଶିଶୁକୁ ମୁହଁ ଦେବା —୪. Too much fondling of a child.
ଅନୁବାଦ
ସମ୍ପାଦନାନାଳଚା
|
ଦେଶଜ - ବିଶେଷଣ -
ସମ୍ପାଦନା- ୧. (ସଂସ୍କୃତ - ଲାଳମୟ; ଲାଳସିକ) ଲାଳାମୟ; ନାଳ— ନାଳୁଆ —୧. Slimy; gummy;.
- ୨. (ସଂସ୍କୃତ - ଲାଳାୟିତ) ଖୋସାମତିଆ —୨. Flattering.
- ୩. ପରର ମନ ରକ୍ଷା ଉଦ୍ଦେଶ୍ୟରେ କହିବା (କଥା) — ୩. Uttered with a view to flatter.
- ୪. ଲାଳନାଯୁକ୍ତ; ଗେହ୍ଲା; ଗେଲବସରିଆ — ୪. Fondled; brought up with excessive fondling.
- ୫. (ସଂସ୍କୃତ - ଲାଳସା; ଲାଳସିକ) ଯାହାର ବହୁତ ଲାଳସା ଥାଏ —୫. Very much hankering.
- ୬. ଯେ ବିଶିଷ୍ଟ ସୁଖାଦ୍ୟ ପ୍ରତି ଅତି ଲାଳାୟିତ — ୬. Having excessive fondness for dainties.