ନାଲୁଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନାଲୁ—ଅନ୍ୟରୂପ)

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

(ଅନାଦରାର୍ଥକ) ଲାଲବିହାରୀ ନାମକ ବ୍ୟକ୍ତିର ଡାକ ନାମ —Name for calling Lālabihārī.

ପ୍ରାଦେଶିକ - (ଯାଜପୁର) ବିଶେଷଣ - ସମ୍ପାଦନା

ପେଖନା ବା ବାହାନା; ଛଳନା —Feigning; false excuse; pretence.