ନାଲି ଜଉଆ
ବିରି ଫାଳ ଆକାରର ନାଲିଆ ଦୂର୍ଗନ୍ଧ ପୋକ — A kind of foetid red insect.
[ ଦ୍ର—ଏମାନେ ବାଇଗଣ, ଜହ୍ନି, ଭେଣ୍ଡି ଗଛର ପତ୍ର ଓ ଫଳକୁ ବିନ୍ଧି ନଷ୍ଟ କରିଦିଅନ୍ତି ]