ନାଲିସ୍
ନାଲିସ୍
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ - (ଫାରାସୀ - ନାଲିଶ୍) (କଚିରିଆ)
ସମ୍ପାଦନା- ୧. ମକଦ୍ଦମା —୧. Case; suit.
- ୨. ଅପରାଧୀ ବିରୋଧରେ ଅପରାଦ୍ଧ ବ୍ୟକ୍ତିର କର୍ତ୍ତୃପକ୍ଷଙ୍କ—ଠାରେ ଅଭିଯୋଗ; ଫେରାଦ — ୨. Compliant against an offender.
- ୩. ଅପରାଧର ଅଭିଯୋଗ — ୩. Charge against a person.
- ୪. ଅଭିଯୋଗର ବା ମକଦ୍ଦମାର ବିଷୟ — ୪. Subject-matter of a suit or case.
- ୫. ଦରଖାସ୍ତ —୫. Petition.
ଅନୁବାଦ
ସମ୍ପାଦନା=== ବିଶେଷଣ - (ଫାରାସୀ - ନାଲିଶୀ)
- ୧. ନାଲିସ କରାଯାଇଥିବା — ୧. Complained of.
(ଯଥା—ଆମ୍ଭର ନାଲିସି ଅମୂକ ନାମର ଏତେ ନମ୍ୱର ମକଦମା)
- ୨. ମକଦ୍ଦମା ସମ୍ୱନ୍ଧୀୟ — ୨. Pertaining of a suit.
- ୩. ବିବାଦୀୟ —୩. Disputed.
(ଯଥା—ନାଲିସି ଜମି )