ନାଲିଆ
ନାଲିଆ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ବଡ଼ ଟୋକାଇ; ବେତା — ୧. Large basket; hamper.
ଅନୁବାଦ
ସମ୍ପାଦନା- ୨. (ସଂସ୍କୃତ - ନାଳ) ଛୋଟ ଜଳ ନିର୍ଗମ ପଥ; ପହଣୀ; ନର୍ଦ୍ଦମା ୨. Small drain.
ଅନୁବାଦ
ସମ୍ପାଦନାନାଲିଆ
|
- ୩. ନଦୀର ଛୋଟ ଧାର —୩. Very slender branch of river; a small channel.
- ୪. ତୃଣ ବା ଘାସବିଶେଷ —୫. Reed like grass.
[ ଦ୍ର—ଏହା କାଦୁଆ ଜାଗାରେ ବଢ଼େ ଓ ପାଞ୍ଚ ଫୁଟ ପର୍ଯ୍ୟନ୍ତ ଉଚ୍ଚ ହୁଏ ]
ଅନୁବାଦ
ସମ୍ପାଦନାଦେଶଜ - ବିଣ—(ଫାରାସୀ - ଲାଲ)
ସମ୍ପାଦନା- ୧. ରକ୍ତ ବର୍ଣ୍ଣବିଶିଷ୍ଟ — ୧. Red coloured.
- ୨. ଇଷତ୍ ରକ୍ତ ବର୍ଣ୍ଣ ବିଶିଷ୍ଟ —୨. Reddish.
ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - (ଇତର ଭାଷା)
ସମ୍ପାଦନାଚାଉଳ ଧୁଆ ବାଉଁଶିଆ —Basket for washing rice.