ନାଲ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ଲାଲ୍) ସମ୍ପାଦନା

୧. ରକ୍ତବର୍ଣ୍ଣ — ୧. Red colour.
୨. (ଆରବୀ - ନାଳ୍) ଘୋଡ଼ା ଓ ଗୋରୁଙ୍କ ଖୁରାରେ ମରାଯିବା ଅର୍ଦ୍ଧ ଚନ୍ଦ୍ରାକାର ଲୋହ ପତ୍ର —୨. Horse-shoe; iron shoes pur to the hoofs of beasts of burden.

[ଦ୍ରଷ୍ଟବ୍ୟ —ଜୋତାର ତଳା ଘୋରି ହୋଇ ନ ଯିବ ବୋଲି ଜୋତାର ତଳିରେ ମଧ୍ୟ ନାଲ ମରାଯାଏ]

୩. ଏକ ପ୍ରକାର ଅତି କ୍ଷୁଦ୍ର ଓ ସୁନ୍ଦର ରକ୍ତବର୍ଣ୍ଣ ପକ୍ଷୀ ଓ ବାରମାସୀ ଚଢ଼େଇ —୩. A very tiny bird of red colour with white tips on it; the bull finch (Pyrhula Vulgaries.)

[ଦ୍ରଷ୍ଟବ୍ୟ — ଏହାର ବେକ ଓ ମୁଣ୍ଡ ରକ୍ତ ବର୍ଣ୍ଣ; ଛକି ନାନାବର୍ଣ୍ଣ ଚିତ୍ରିତ, ପିଠି କଳା ଓ ଡେଣା ସୁନାର ରଙ୍ଗ ଲୋକେ ଏ ପକ୍ଷୀ— ମାନଙ୍କୁ ସଉକିରେ ପାଳନ୍ତି]

ଅନୁବାଦ ସମ୍ପାଦନା

୪. ଏକପ୍ରକାର ମାଣିକ୍ୟ — ୪. A kind of jem; ruby.

ଅନୁବାଦ ସମ୍ପାଦନା

୫. ହାଲ; ଶଗଡ଼ ଉପରେ ଭିଡ଼ା ଯିବା ଲୁହାର ବଳୟ — ୫. The iron rim round a wooden wheel.
୬. (ହିନ୍ଦୀ - ଲାଲ୍) ହିନ୍ଦି ନାମ ସଙ୍ଗେ ଯୁକ୍ତ ଲାଭ ଶବ୍ଦର ଗ୍ରାମ୍ୟ ଉଚ୍ଚାରଣ (ଯଥା ରାମ ନାଲ; କହ୍ନେୟାଲାଲ) — ୬. A pronunciation of the particle 'Lal' used after Hindustanee names (e.g. in Ramlal; Kahneyalal.)

ଅନୁବାଦ ସମ୍ପାଦନା

ବିଶେଷଣ - (ଫାରାସୀ - ଲାଲ୍) ସମ୍ପାଦନା

ଆରକ୍ତ; ରକ୍ତବର୍ଣ୍ଣବିଶିଷ୍ଟ — Red-coloured.