ନାର୍ମଦ

ଉଚ୍ଚାରଣ

ସମ୍ପାଦନା

ସଂସ୍କୃତ - ବିଶେଷଣ - (ନର୍ମଦା+ଅ)

ସମ୍ପାଦନା

ନର୍ମଦା ନଦୀ ସମ୍ୱନ୍ଧୀୟ — Relating to the Nervada river.

ସଂସ୍କୃତ - ବିଶେଷ୍ୟ -

ସମ୍ପାଦନା

ନର୍ମଦା ନଦୀ ଗର୍ଭରୁ ମିଳିବା ଶିବ ଲିଙ୍ଗ — Phallic images got from the bed of the Nervada river.