ନାରୀ
ନାରୀ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ନର+ସମ୍ୱନ୍ଧାର୍ଥେ ଅ+ସ୍ତ୍ରୀ. ଈ) ସମ୍ପାଦନା
- ୧. ସ୍ତ୍ରୀ ଜାତି; ସ୍ତ୍ରୀ ଲୋକ —୧. Woman.
- ୨. ଭାର୍ଯ୍ୟା; ପତ୍ନୀ —୨. Wife.
- ୩. ୨୩: ଅକ୍ଷର ଯୁକ୍ତ ଛନ୍ଦୋବିଶେଷ — ୩. Name of a sanskrit metre of ୨୩ letters.
ଦେଶଜ - ବିଶେଷ୍ୟ - ସମ୍ପାଦନା
- ୧. ପରଦାରା ଗମନ —୧. Adultary.
- ୨. (ଆଦରାର୍ଥକ) ନରହରି, ନରସିଂହ ଓ ନାରାୟଣ ଡାକ ନାମ — ୨. A name for calling persons named Narahari, Narasiṁha and Nārāyaṇa.