ନାରାୟଣ ବଳି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଆତ୍ମଘାତଦ୍ୱାରା ମୃତ ବ୍ୟକ୍ତିର ପତିତ ଆତ୍ମାର ପ୍ରାୟଶ୍ଚିତ୍ତ ପାଇଁ ନାରାୟଣ ଆଦି ପଞ୍ଚଦେବତାଙ୍କ ଉଦ୍ଦେଶ୍ୟରେ ଦିଆଯିବା ବଳି (ହିନ୍ଦୀ - ଶ.) — An oblation made in expiation of the sin of a suicide after his death.

[ଦ୍ରଷ୍ଟବ୍ୟ —ହିନ୍ଦୁ ଶାସ୍ତ୍ର ଅନୁସାରେ ଆତ୍ମହତ୍ୟା ଗୋଟିଏ ଗୁରୁତର ପାପ ଆତ୍ମଘାତୀ ଲୋକର ଔର୍ଦ୍ଧଦୈହିକ କ୍ରିୟା ସାଧାରଣ କ୍ରିୟା ପାଇଁ ନିର୍ଦ୍ଧାରିତ ସମୟରେ କରା ନ ଯାଇ ମୃତ୍ୟୁର ଏକ ବର୍ଷ ପରେ ନାରାୟଣ ବଳି ଓ ପର୍ଣ୍ଣନରଦାହ କରାଯାଇ ତତ୍ପରେ ଶ୍ରାଦ୍ଧ ଆଦି କରାଯାଏ ଆତ୍ମଘାତୀ ଲୋକର ଶବଦାହ କରିବା ବ୍ୟକ୍ତିକୁ ମଧ୍ୟ ପ୍ରୟଶ୍ଚିତ୍ତ କରିବାକୁ ପଡ଼େ]