ନାରାୟଣ
ନାରାୟଣ
ଉଚ୍ଚାରଣ
ସମ୍ପାଦନା(ନାରାୟଣୀ—ସ୍ତ୍ରୀ)
ସଂସ୍କୃତ - ବିଶେଷ୍ୟ - ପୁଂ. (ନାଗ=ଜଳ+ଅୟନ=ସ୍ଥାନ; ନାର= ନରସମୂହ+ଅୟନ=ଆଶ୍ରୟ; ଯେ ସୃଷ୍ଟି ଆଦ୍ୟରେ ବା ପ୍ରଳୟକାଳରେ ଜଳରେ ଶୟନ କରିଥିଲେ, କିମ୍ୱା ଯେ ନରମାନଙ୍କର ଆଶ୍ରୟ; ଅଥବା ନାର= ସାରୂପ୍ୟମୁକ୍ତି+ଅୟନ—ସ୍ଥାନ; ଯେ ସାରୁପ୍ୟମୁକ୍ତିର ସ୍ଥାନ)
ସମ୍ପାଦନା- ୧. ବିଷ୍ଣୁ; ଭଗବାନ୍ —୧. Name of Bishṇu.
- ୨. ଋଷି ବିଶେଷ (ନର ତଳେ ନୋଟ୍ ଦେଖ) ୨. Name of a sage.
- ୩. (ନାମ) ଅଜାମିଳ ନାମକ ମହାପାପୀର ପୁତ୍ର — ୩. Name of the son of a great sinner named Ajāmiḻa.
[ଦ୍ରଷ୍ଟବ୍ୟ —ଅଜାମିକ ଜୀବନ ଯାକ ପାପ କରି ମୃତ୍ୟୁ କାଳରେ ପୁତ୍ରକୁ ଡାକିବା ଯୋଗୁଁ ନାରାୟଣ ନାମ ଉଚ୍ଚାରଣ କରିବାରୁ ମୁକ୍ତି ଲାଭ କରିଥିଲା]
- ୪. ପୌଷ ମାସ (ହିନ୍ଦୀ - ଶବ୍ଦସାଗର) — ୪. The month P&aline;&uline;sha.
- ୫. ଅ ଅକ୍ଷର (ହିନ୍ଦୀ - ଶ) —୫. The alphabet 'A'
- ୬. କୃଷ୍ଣ ଯଜୁର୍ବେଦାନ୍ତର୍ଗତ ଉପନିଷଦବିଶେଷ — ୬. Title of an Upanishad in the Black J̄ajurbeda.
- ୭. ଅସ୍ତ୍ର ବିଶେଷ (ହିନ୍ଦୀ - ଶବ୍ଦସାଗର) — ୭. Name of a weapon.
ଦେଶଜ - ବିଶେଷ୍ୟ - ପୁଂ.
ସମ୍ପାଦନାମନୁଷ୍ୟଙ୍କ ନାମ —Name given to males.