ନାମକ
ନାମକ
ଉଚ୍ଚାରଣ
ସମ୍ପାଦନାନାମିକା, ନାମ୍ନୀସ୍ତ୍ରୀ
ସଂସ୍କୃତ - ବିଶେଷଣ - ପୁଂ. (ନାମ ବାଚକ ଶବ୍ଦ ସଙ୍ଗେ ବହୁବ୍ରୀହି ସମାସରେ 'ନାମନ୍' ଶବ୍ଦଠାରେ 'କ' ଆଦେଶ ହୁଏ ଯଥା— ରାମ ନାମକ ବାଳକ, ହୀରାନାମ୍ନୀ ବାଳିକା)
ସମ୍ପାଦନା- ୧. ଆଖ୍ୟାତ; ଅଭିହିତ; ଉଦାହୃତ; ଅମୁକ ନାମରେ ଡକା ଯାଉଥିବା —୧. Called by the name of; named as; denominated.
- ୨. (ନମ ଧାତୁ=ନତ ହେବା+ଣିଚ=ନାମି ଧାତୁ +କର୍ମ. କ)—ଅବନମିତ — ୨. Bent down; bowed down.
- ୩. (+କର୍ତ୍ତୃ. ଅକ) ଅବନମନକାରୀ — ୩. Causingh to bend.
- ୪. (+କର୍ମ. ଅକ) ନମ୍ୟ —୪. Flexible.