ନାନାଦି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ନାନାବିଧ; କିମ୍ୱା ନାନା+ଆଦି) ସମ୍ପାଦନା

ନାନା ବିଧ;ନାନା ପ୍ରକାରର; ଅନେକ — Of various kinds; diverse; various; many,

[ଦ୍ରଷ୍ଟବ୍ୟ —'ନାନା'ଏହା ଗୋଟିଏ ଅବ୍ୟୟ ପଦ;ତହିଁରେ 'ଆଦି' ଲଗାଇ ବହୁବ୍ରୀହି ସମାସ କରିବା ବ୍ୟାକରଣବିରୁଦ୍ଧ, ତେଣୁ ଏହା ଗୋଟିଏ ଅବ୍ୟାକରଣ ପ୍ରୟୋଗ ଓଡ଼ିଶାରେ କେହି କେହି ବ୍ୟାକରଣାନଭିଜ୍ଞ ଲେଖକ ଏ ଭଳି ପ୍ରୟୋଗ କରିବାର ଦେଖାଯାଏ]