ନାନମାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ପୂରପୂର୍ଣ୍ଣ ଘୃତପକ୍ୱବ ପିଷ୍ଟକବିଶେଷ — A kind of cake containing sweets inside, sandwich in the shape of a ball fried in ghee or oil.

[ଦ୍ରଷ୍ଟବ୍ୟ —ଚାଉଳ ଅଟାକୁ ଗୁଡ଼ରରେ ପାଗକରି ଖଳି କରାଯାଏ ଖଳି ମଧ୍ୟରେ ପୂର ହୋଇ ପେଣ୍ଡୂପରି ଗୋଲ ପିଠା କରି ତାହା ଘିଅରେ ଛଣାଯାଏ]