ନାଦାବି
ନାଦାବି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (କଚିରିଆ) (ଫାରାସୀ - ଲାଦାବୀ)
ସମ୍ପାଦନାଯେଉଁ ସମ୍ପତ୍ତିକୁ କେହି ଦାବୀ କରନ୍ତି ନାହିଁ; ଅସ୍ୱାମିକ —Unclaimed.
- ୧. କୌଣସି ସମ୍ପତ୍ତିରେ ନିଜର ସ୍ୱାମିତ୍ୱ ନ ଥିବା ବିଷୟ ପ୍ରକାଶ କରିବା (ବ୍ୟକ୍ତି) —୧. Giving up claim to a property.
- ୨. କୌଣସି ବିଷୟରେ ଆପଣାର ଦାବୀର ତ୍ୟାଗ ୨. Relinquishment of one's claim to a property.
- ୩. ନାଦାବି ପତ୍ର— (ଦେଖ) - ୩. Nādābi patra (See)