ନାଦାନ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ଖାନ୍ଦାନ—ବିପରୀତ)

ଦେଶଜ - ବିଣ—(ଫାରାସୀ - ନାଦାର) ସମ୍ପାଦନା

୧. ଅତ୍ୟନ୍ତ ଗରିବ; ଅତି ନିର୍ଦ୍ଧନ —୧. Very poor; indigent.
୨. (ଫାରାସୀ - ନାତୁଆନ୍=ଧନ ଦେବାକୁ ଅସମର୍ଥ) ଖଜଣା ବା ଦେୟ ଦେବାକୁ ଅସମର୍ଥ —୨. Unable to pay one's rents or dues etc.

[ଦ୍ରଷ୍ଟବ୍ୟ —ଫାରାସୀ - ନାଦାନ୍ର ଅର୍ଥ=ମୂର୍ଖ ଅଜ୍ଞ—ହିନ୍ଦୀ - ଶବ୍ଦସାଗର]