ନାଥଙ୍କ ଠେଙ୍ଗା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ଜଳଚର ପୋକ ବିଶେଷ — A spcies of aquatic insects.

[ ଦ୍ର—ଏମାନେ ନିର୍ବାଳୁଆ ସମ୍ୱାଳୁଆ ପରି ଓ ଡ଼େଇଁ ଡ଼େଇଁ ଗତି କରନ୍ତି ମାଛଙ୍କ ସଙ୍ଗେ ଖଇଞ୍ଚିରେ ପଡ଼ନ୍ତି ]