ନାଡ଼ୀ

ଉଚ୍ଚାରଣ

ସମ୍ପାଦନା

(ନାଡ଼ି, ନାଡ଼ିକା—ଅନ୍ୟରୂପ)

  • (file)

ସଂସ୍କୃତ - ବିଶେଷ୍ୟ -(ନଡ଼୍ ଧାତୁ ଣିଚ+ଈ)

ସମ୍ପାଦନା

ନାଡ଼ି (ଦେଖ) - Nāṟḍ̠i (See)

୧. ଧମନୀ; ଶିରା —୧. Vein.
୨. ଗଣ୍ଡ ଦୁର୍ବା —୨. A kind of grass.
୩. (ବୈଦକ) ନଳିତା (ହରେକୃଷ୍ଣ. ଦ୍ରବ୍ୟଗୁଣ) — ୩. Jute.
୪. ହିଙ୍ଗୁପତ୍ରୀ (ଦେଖ) - (ହରେକୃଷ୍ଣ. ଦ୍ରବ୍ୟଗୁଣ) — ୪. Hiṅgupatrī (See)