ନାଡ଼ିଭୁଡ଼ି

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷ୍ୟ - (ବଙ୍ଗଳାରୁ ଅନୁକୃତ)

ସମ୍ପାଦନା

ଅନ୍ତବୁଜୁଳା —Intestines; entrails.

ପ୍ରାଦେଶିକ - (ବାଲେଶ୍ୱର ଓ ସିଂହଭୂମ)

ସମ୍ପାଦନା
୧. ପୋଇଖାଡ଼ି; ପୋଇଖଡ଼ା — ୧. The stem of the Basella creeper.
୨. ସଜନାଆଦିର ଛୁଇଁ — ୨. The pod or legume of the Moringa tree.