ନାଟ
ନାଟ
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ନଟ୍ ଧାତୁ= ନୃତ୍ୟ କରିବା+ଭାବ. ଅ)
ସମ୍ପାଦନା- ୧. ନୃତ୍ୟ; ନାଚ —୧. Dance.
ଗତ ଳସ ନାଟପଟୂ ଗଞ୍ଜରୀଟ ପରାୟେ ଆସିଲା ଉଡ଼ି—କବିସୂର୍ଯ୍ୟ, ଚମ୍ପୂ ଗ ଗୀତ
- ୨. ନାଟକାଭିନୟ —୨. Theatrical performance.
- ୩. କର୍ଣ୍ଣାଟ ଦେଶ — ୩. The Cornatic country (in S. India)
[ଦ୍ରଷ୍ଟବ୍ୟ —ଏହା ଦକ୍ଷିଣ ଭାରତର ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳମାନଙ୍କର ସାଧାରଣ ନାମ; ଏହା କୁମାରିକା ଅନ୍ତରୀପଠାରୁ ଉତ୍ତରକୁ କୃଷ୍ଣା ନଦୀ ପର୍ଯ୍ୟନ୍ତ ଲାଗିଅଛି ଦାକ୍ଷିଣାତ୍ୟର ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳକୁ ମାଲବାର ବୋଲାଯାଏ]
- ୪. କର୍ଣ୍ଣାଟ ଦେଶବାସୀ ବ୍ୟକ୍ତି (ହିନ୍ଦୀ - ଶବ୍ଦସାଗର) — ୪. An inhabitant of the Carnatic country.
- ୫. ସଙ୍ଗୀତର ରାଗବିଶେଷ — ୫. Name of a Hindu musical tune.
[ଦ୍ରଷ୍ଟବ୍ୟ —କେହି କେହି ଏହାକୁ ମେଘ ରାଗର ଓ କେହି କେହି ଦୀପକ ରାଗର ପୁତ୍ର ବୋଲି କହନ୍ତି ଏହି ରାଗରେ ବୀରରସର ଗୀତମାନ ବୋଲାଯାଏ—ହିନ୍ଦୀ - ଶବ୍ଦସାଗର]
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. କଳି; ଦ୍ୱନ୍ଦ୍ୱ —୧. Quarrel.
- ୩. କାଣ୍ଡ କାରଖାନା — ୩. A series of unusual events or acts.
ଏହି ପେଟ, ଏହି ପେଟ ଲାଗି ଧାନ କୁଟ, ଏହି ପେଟ ଲାଗି ନିତି ନାଟ—ଢ଼ଗ
- ୪. ବସ୍ତ୍ର —୪. Wearing cloth.
- ୫. କାଣ୍ଡ; ଶର —୫. Arrow.
- ୬. ନୃତ୍ୟଯୁକ୍ତ ତାମସା; ସୁଆଙ୍ଗ; ଯାତ୍ରା — ୬. Pantomine; dancing party.
ଅନୁବାଦ
ସମ୍ପାଦନାବୈଦେଶିକ - ବିଶେଷ୍ୟ -
ସମ୍ପାଦନା- ୧. (ଇଂରାଜୀ - ଲଟ୍) ଲାଟ୍; ଗୁଚ୍ଛ — Clusters; a lot.
- ୨. (ଇଂ ଲର୍ଡ) ଲାଟ; ଗଭର୍ଣ୍ଣର — ୨. Governor; Viceroy.
[ଦ୍ରଷ୍ଟବ୍ୟ —ଭାରତର ପ୍ରଧାନ ଗଭର୍ଣ୍ଣରଙ୍କୁ ବଡ଼ନାଟ ଓ ପ୍ରାଦେଶିକ ଗଭର୍ଣ୍ଣରକୁ ଛୋଟନାଟ ବୋଲାଯାଏ]
- ୩. (ଇଂ ଲଟ୍) ରାଜସ୍ୱ ବାକି ପାଇଁ ଜମିଦାରୀର ନିଲାମ — ୩. Revenue-sale of a Zamindary.