ନାଜର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

(ନାଜିର୍—ଅନ୍ୟରୂପ)

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନାଜୀର୍) ସମ୍ପାଦନା

୧. କୌଣସି କାର୍ଯ୍ୟ ପରିଦର୍ଶନ ବା ତତ୍ତ୍ୱାବଧାନ କରିବା ପାଇଁ ନିଯୁକ୍ତ ବ୍ୟକ୍ତି — ୧. Inspector; supervisor.
୨. ଅଦାଲତରେ ହାକିମମାନଙ୍କ ହୁକୁମ ତାମିଲ୍ କରିବା ନିମନ୍ତେ ନିଯୁକ୍ତ ପିଆଦାମାନଙ୍କ ସର୍ଦ୍ଦାର କର୍ମଚାରୀ —୨. Nazir; bailiff of a court; the officer controlling the peons of a court.

[ଦେର—ଏ ଫାରସୀ ଶଦ୍ଦ ଇଂରାଜୀରେ ଚଳିଲାଣି]


୨. ମୁସଲମାନଙ୍କ ନାମବିଶେଷ — ୨. A name given to Mahomedan males.