ନାଚିବା
ନାଚିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା[ନଚା(ଚେ)ଇବା—ଣିଜନ୍ତରୂପ]
- ୧. ନୃତ୍ୟ କରିବା; ତାଳ ମାନ ଓ ବାଦ୍ୟ ଅନୁସାରେ ପଦକ୍ଷେପ କରିବା —୧. To dance.
ନାଚିଲେ ସଭା ମଧ୍ୟରେ ଉଭା ହୋଇ କୃଷ୍ଣସିଂହ. ମହାଭାରତ ବନ
- ୨. ଲମ୍ଫଝମ୍ପ କରିବା ୨. To caper about; to jump or frisk about.
କେତେ ଲୋକେ ସେ ସୈନ୍ୟେ ନାଚି ଭଞ୍ଜାଇଲେ କୃଷ୍ଣସିଂହ, ମହାଭାରତ ସଭା
- ୩. ରାଗରେ କମ୍ପିବା —୩. To shake with anger.
- ୪. ସ୍ପନ୍ଦିତ ହେବା —୪. To vibrate; to oscilate; to throb.
କ୍ଷଣକେ ନାଚି ଉଠିବ ଜୀବନ—ଶୋଣିତ ମଧୁସୂଦନ. ଉତ୍କଳ ଗାଥା
- ୫. (ଲକ୍ଷଣାର୍ଥ) ସର୍ବଦା କଳ୍ପନା ଚକ୍ଷୁ ଆଗରେ ଉପସ୍ଥିତ ହେବା —୫. (figurative) To constantly appear before a person's fancy; to dance before the mind's eye.
(ଯଥା— ଜଗବନ୍ଧୁ ମୋତେ ଛାଡ଼ି ଏଠାରୁ ଯିବା ଦିନଠାରୁ ତା ରୂପ ଆଖି ଆଗରେ ନାଚୁଛି)
[ଦ୍ରଷ୍ଟବ୍ୟ — ନାଚିବା କ୍ରିୟା ସଙ୍ଗେ କୁଦିବା, ଖେଳିବା, ଡେଇଁବା କ୍ରିୟା ସହଚର ରୂପେ ବ୍ୟବହୃତ ହୁଏ ନାଚିବା କ୍ରିୟାର ଅସମାପିକାରୂପ ସଙ୍ଗେ ଉଠିବା, ଯିବା କ୍ରିୟାର ସମାପିକା ରୂପ ଯୁକ୍ତ ହୁଏ]