ନାଗାଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷଣ - ସମ୍ପାଦନା

ବର୍ଷକ ପାଇଁ ନିଯୁକ୍ତ (ଚାକର) — (Servant) Employed for a year.

(ଯଥା— ମୁଁ ମୁଲିଆ ଗୋଟିଏ ନାଗାଣି କରିଛି)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - ସମ୍ପାଦନା

୧. ଲାଗେ ଲାଗେ କରା ଯିବା କର୍ମ — ୧. A continuous work.
୨. କ୍ରମ; ଅଭଙ୍ଗ କର୍ମ — ୨. Continuity; unbroken series.