ନାଗପୁର
ନାଗପୁର
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - ସମ୍ପାଦନା
- ୧. ହସ୍ତିନାପୁର; ଦୂର୍ଯ୍ୟୋଧନଙ୍କ ରାଜଧାନୀ — ୧. Hastināpura; the capital of Durj̄yodhana.
- ୨. ପାତାଳ —୨. The nether worldt (the abode of the serpents).
ଅନୁବାଦ ସମ୍ପାଦନା
ଦେଶଜ - ବିଶେଷ୍ୟ - ସମ୍ପାଦନା
ମଧ୍ୟପ୍ରଦେଶର ରାଜଧାନୀ ଓ ଜିଲ୍ଲା ଓ ବିଭାଗ — Name of a town, district and division of the Central Provision of India.
[ଦ୍ରଷ୍ଟବ୍ୟ —ଏହା ମହାରାଷ୍ଟ୍ର ଦେଶରେ ଗଣ୍ଡବାନା ପ୍ରଦେଶର ରାଜଧାନୀ ନାଗ ନାମକ ନଦୀ ତୀରରେ ଅବସ୍ଥିତ ଦେଶୀ ଅସ୍ତ୍ର, ଛୁରୀ, ରେସମ ଓ ତୁଳା ବ୍ୟବସାୟ ନିମନ୍ତେ ଏ ସ୍ଥାନ ପ୍ରସିଦ୍ଧ ଅଗ୍ନି ପୁରାଣରେ ଏ ନଗରର ନାମୋଲ୍ଲେଖ ଅଛି ]