ନାଖୁସ୍

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

(ନାଖୁସି; ନାଖୋସ୍—ଅନ୍ୟରୂପ)

ବୈଦେଶିକ - ବିଣ—(ଫାରାସୀ - ନାଖୁସ୍;) ଆରବୀ - ଲାଖୁସ୍=ଅସନ୍ତୁଷ୍ଟ)

ସମ୍ପାଦନା

ଅସନ୍ତୁଷ୍ଟ; ବିରକ୍ତ —Displeased.

=== ବୈଦେଶିକ - ବିଶେଷ୍ୟ - (ଫାରାସୀ - ନାଖୁସୀ; ଆରବୀ - ଲାଖୁସୀ)

ଅସନ୍ତୋଷ; ବିରକ୍ତି —Displeasure.