ନାକଦମ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନାକଦମ୍—ଅନ୍ୟରୂପ)

  • (file)

ଦେଶଜ - ବିଶେଷ୍ୟ - (ଓ, ବାକ+ଫାରାସୀ - ଦମ୍=ନିଶ୍ୱାସ; ନାକରେ ନିଶ୍ୱାସ ବହିବା ଅବସ୍ଥା) ସମ୍ପାଦନା

୧. ଯୁଗବୁଡ଼ ଅବସ୍ଥା; ଅତି ଆକ୍ରାନ୍ତ ଅବସ୍ଥା —୧. Overpowered condition; the state of being cornered.
୨. ବେଦମ୍ ଅବସ୍ଥା — ୨. The state of being out of breath.


୩. ହଇରାଣିଆ ଅବସ୍ଥା — ୩. The state of being put to much trouble.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ଓ କ୍ରି.ବିଶେଷଣ - ସମ୍ପାଦନା

୧. ଅତ୍ୟନ୍ତ ଆକ୍ରାନ୍ତ — ୧. Overpowered.
୨. ବେଦମ୍ — ୨. Out of breath; at the last gasp.
୩. ଅତ୍ୟନ୍ତ କ୍ଳାନ୍ତ — ୩. Fatigued; spent up.
୪. ହଇରାଣ — ୪. Put to much trouble or botheration.