ନାଇବା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ପ୍ରା. କ୍ରି. (ଇତର ଓ ଶୂଦ୍ରାଦି ବ୍ୟବହୃତ)

ସମ୍ପାଦନା

(ସାଞ୍ଜୁ, ଅଳଙ୍କାର, ସିନ୍ଦୂର, କଜ୍ଜଳ ଆଦି) ଲଗାଇବା; ପିନ୍ଧିବା; ଘେନିବା; ଭୂଷିତ ହେବା — To ware; to put on.

x x x କମଳ ଲୋଚନ ନାୟକେ ତେଡ଼େ ବଡ଼ ଖରା କାଳରେ ପାଟଯଥା ପିନ୍ଧି ଯୋଡ଼ିଶୋଇ ଘୋଡ଼ି ହୋଇ ହାତରେ ସୁନାବଳା ନାଇ ମାସେଯାଏ x x x ବୁଲୁଥିବାର ଦେଖାଗଲା ଫକୀରମୋହନ. ଗଳ୍ପସ୍ୱଳ୍ପ