ନା
ନା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ଅ (ନବାର୍ଥକ)
ସମ୍ପାଦନାନାହିଁ; ନୁହେଁ — No; not.
[ଦ୍ରଷ୍ଟବ୍ୟ —ଅ, ମା, ନୋ, ନା ନିଷୋଧାର୍ଥେ— ସଂସ୍କୃତ ବ୍ୟାକରଣର ସୁତ୍ର]
ଅନୁବାଦ
ସମ୍ପାଦନାଦେଶଜ - ବି—(ସଂସ୍କୃତ - ନାବ)
ସମ୍ପାଦନାନାଆ (ଦେଖ) - Nā-ā (See)
ବୈଦେ—ଅ (ଫାରାସୀ - ବବାର୍ଥଉପପଦ; ଆ, ଲା ଉପପଦ; ତୁଳ, ସଂସ୍କୃତ - ନ; ଅନ୍ୟ ଶବ୍ଦ ପୂର୍ବେ ଲାଗେ ଯଥା
ସମ୍ପାଦନାନାଲ୍ଏକ୍ — Non; not.
[ଦ୍ରଷ୍ଟବ୍ୟ —ଏହାର ବ୍ୟବହାର ଦୁଇପ୍ରକାର—(୧): ବୈପରୀତ୍ୟାର୍ଥ =ଯଥା—ନାକୋରା, ନାଚାର, ନାବାଲଗା, ନାତାକତ୍; (୨): ଅଭାବାର୍ଥ=ନାଦାନ୍, ନାଉଆରିସି, ନାକସ୍]
(ନାଁ—ଅନ୍ୟରୂପ)
ଅନୁବାଦ
ସମ୍ପାଦନା
|
ଦେଶଜ - ଅ. (ସଂସ୍କୃତ - ନ; ସଂସ୍କୃତ - ନା=ନୁହେଁ; ନାହିଁ)
ସମ୍ପାଦନା- ୧. (ପ୍ରଶ୍ନାର୍ଥକ; କ୍ରିୟା ପରେ ଲାଗେ) ଟି, ଟିକି, କି? — ୧. (Interrogative) Is it so?
ସଦନେ ଅଛନ୍ତି ନା ଭଲେ ସଖୀଗଣଙ୍କ ସଙ୍ଗେମେଳେ—ଜଗନ୍ନାଥ, ଭାଗବତ
- ୨. ନିଶ୍ଚେ —୨. Surely.
ପଥର ବେଲେ ଫାଟିଯାଅନ୍ତୁ ନା ତୁହିଁ—କୃଷ୍ଣସିଂହ ମହାଭାରତ. ବନ
- ୩. ନାହିଁ; ନୁହେଁ —୩. No, not,
[ଦ୍ରଷ୍ଟବ୍ୟ —ଅଧିକାଂଶ ଲୋକ ନିଞର୍ଥକ 'ନାଁ' ସ୍ଥଳରେ 'ନା'— ଲେଖନ୍ତି କିନ୍ତୁ ଏହା ଉଚ୍ଚାରଣଦୃଷ୍ଟିରେ ଅଶୁଦ୍ଧି ଓଡ଼ିଆରେ ନା ଶବ୍ଦର ଅର୍ଥ ନାବ ଓ ନାଁର ଅର୍ଥ ନାହିଁ, ନୁହେଁ; ପରନ୍ତୁ ସଂସ୍କୃତରେ 'ନା' ଅବ୍ୟୟ ଶବ୍ଦର ନିଷେଧାର୍ଥକ ଅର୍ଥ ମଧ୍ୟ ଦେଖାଯାଏ]
- ୪. (କ୍ରିୟା ପରେ ବ୍ୟବହୃତ; ନବର୍ଥକ) ନାହିଁ — ୪. Not.
ବୁଡ଼ୁନା ନୀରରେ ତୁ ଛୁଇଁବୁ ଯେତେ ଦ୍ରବ୍ୟ—ଭଞ୍ଜ. ବୈଦେହୀଶବିଳାସ
[ଦ୍ରଷ୍ଟବ୍ୟ —ନଞର୍ଥ 'ନ' କ୍ରିୟା ପୂର୍ବରେ ଲାଗେ ଯଥା—ନ ଖାଅ, ନ ଶୁଣ; କ୍ରିୟା ପରେ ଲାଗିଲେ ନାଁ ହୁଏ ଯଥା—ଖାଆନା; ଯାଅନାଁ]
- ୫. ନାଁ; ନାହିଁ (ଅନୁଜ୍ଞାର୍ଥକ କ୍ରିୟା ପରେ ଲାଗେ) — ୫. Do not (e.g. eat. go).
ଠୋକରି ଛିଣ୍ଡାଇଦେବା—କବିସୂର୍ଯ୍ୟ, କିଶୋରୀଚମ୍ପୁ ଠ ଗୀତ
(ଯଥା—ଖାଆନାଁ, ଦେନାଁ)
- ୬. (ବିଶେଷ୍ୟ ଓ ବିଶେଷଣ ପୂର୍ବେ ଯୁକ୍ତ ହୋଇ ଆପେକ୍ଷିକ ନଞର୍ଥ ବା ଅନୁପସ୍ଥିତିର ବୁଝାଏ) ଏହା ନୁହେଁ କି ତାହା ନୁହେଁ — ୬. Neither; nor.
(ଯଥା—ନାଁ ଧଳା, ନାଁ କଳା)
- ୭. ପ୍ରଶ୍ନର ନଞର୍ଥବୋଧକ ଇତ୍ତରରେ ବା ଅସ୍ୱୀକାର୍ଥରେ ୭. No.