ନହୁଣିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ନବନୀତ) ସମ୍ପାଦନା

୧. ନବନୀତ ପରି କୋମଳ — ୧. Soft as butter.

ନୁହା ନୁହାଣିଆ ମାଟି, ବରଷାରେ ଯାଏ ଦଲା ଦଲେଇଲୋ, ଖରା କଲେ ଯାଏ ଫାଟି ଘୁମୁରା ଗୀତ

୨. ଲହୁଣୀ ମିଶ୍ରିତ —୨. Mixed with butter.

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଯେ ଲହୁଣୀ ବିକ୍ରୟ କରେ — ୧. Better seller.
୨. ଏକ ପ୍ରକାର ଦେଶୀ ବ୍ୟାୟାମ — ୨. A sort of bodily exercise.