ନହୁଣିଆ
ନହୁଣିଆ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାନହୁଣିଆ
|
ଦେଶଜ - ବିଶେଷଣ - (ସଂସ୍କୃତ - ନବନୀତ)
ସମ୍ପାଦନା- ୧. ନବନୀତ ପରି କୋମଳ — ୧. Soft as butter.
ନୁହା ନୁହାଣିଆ ମାଟି, ବରଷାରେ ଯାଏ ଦଲା ଦଲେଇଲୋ, ଖରା କଲେ ଯାଏ ଫାଟି ଘୁମୁରା ଗୀତ
- ୨. ଲହୁଣୀ ମିଶ୍ରିତ —୨. Mixed with butter.
ଦେଶଜ - ବିଶେଷ୍ୟ -
ସମ୍ପାଦନା- ୧. ଯେ ଲହୁଣୀ ବିକ୍ରୟ କରେ — ୧. Better seller.
- ୨. ଏକ ପ୍ରକାର ଦେଶୀ ବ୍ୟାୟାମ — ୨. A sort of bodily exercise.