ନହରା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ -(ସଂସ୍କୃତ - ଲହରୀ)

ସମ୍ପାଦନା
୧. ଲହରୀ ପରି ଭାଙ୍ଗ ବା ସ୍ତର ବିଶିଷ୍ଟ (ବସ୍ତ୍ର); ଲହରା —୧. Having wavy folds or layers (a cloth).
୨. ପିନ୍ଧିବା ନିମନ୍ତେ ଆବଶ୍ୟକ ପରିମାଣରୁ ବଳି ପ଼ଡ଼ିଥିବା (ଲୁଗା) —୨. (Wearing cloth) which bulges out of one's body; being in excess of the cloth required for one's wear.

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

ସମ୍ପାଦନା

ଡଅଁର; ଡଅଁରା; ଜଳଭଉଁ — Whirlpool.