ନହରା
ନହରା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାନହରା
|
ଦେଶଜ - ବିଶେଷଣ -(ସଂସ୍କୃତ - ଲହରୀ)
ସମ୍ପାଦନା- ୧. ଲହରୀ ପରି ଭାଙ୍ଗ ବା ସ୍ତର ବିଶିଷ୍ଟ (ବସ୍ତ୍ର); ଲହରା —୧. Having wavy folds or layers (a cloth).
- ୨. ପିନ୍ଧିବା ନିମନ୍ତେ ଆବଶ୍ୟକ ପରିମାଣରୁ ବଳି ପ଼ଡ଼ିଥିବା (ଲୁଗା) —୨. (Wearing cloth) which bulges out of one's body; being in excess of the cloth required for one's wear.
ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -
ସମ୍ପାଦନାଡଅଁର; ଡଅଁରା; ଜଳଭଉଁ — Whirlpool.