ନହକା
ନହକା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷଣ - (ସଂସ୍କୃତ - ନମ ଧାତୁ)
ସମ୍ପାଦନା- ୧. ଲହକା; ପତଳା ଓ ଲମ୍ୱ — ୧. Flexible and thin; long and thin.
- ୨. ଦୋହୋଲୁ ଥିବା — ୨. Oscillating; swinging.
ଗଛ ନହକା ପତର ବଙ୍କା ତା ଫଳଟା ଲକ୍ଷେ ଟଙ୍କା ପ୍ରହେଳିକା (ଉତ୍ତର—ଧାନ)
- ୩. ଡ଼େଙ୍ଗା ଓ ପତଳା (ବ୍ୟକ୍ତି) — ୩. Tall and thin (person).