ନହକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ନମ ଧାତୁ) ସମ୍ପାଦନା

୧. ଲହକା; ପତଳା ଓ ଲମ୍ୱ — ୧. Flexible and thin; long and thin.
୨. ଦୋହୋଲୁ ଥିବା — ୨. Oscillating; swinging.

ଗଛ ନହକା ପତର ବଙ୍କା ତା ଫଳଟା ଲକ୍ଷେ ଟଙ୍କା ପ୍ରହେଳିକା (ଉତ୍ତର—ଧାନ)

୩. ଡ଼େଙ୍ଗା ଓ ପତଳା (ବ୍ୟକ୍ତି) — ୩. Tall and thin (person).