ନସିବା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ନସିଯିବା, ନହସିବା, ନହସିଯିବାଅନ୍ୟରୂପ

ଦେଶଜ - କ୍ରି. (ସଂସ୍କୃତ - ଲସ୍ ଧାତୁ)

ସମ୍ପାଦନା
୧. ଲସିବା; ଭୟରେ ସଂକୁଚିତ ବା ତ୍ରସ୍ତ ହେବା —୧. To ne taken aback with fear; to shrink with fear.
୨. ତଳକୁ ଲଇଁଯିବା —୨. To bend downwards.

ପ୍ରାଦେଶିକ - (ସମ୍ୱଲପୁର)କ୍ରି. (ତୁଳ. ହିନ୍ଦୀ - ଏହି ଅର୍ଥରେ ନସନା)

ସମ୍ପାଦନା

ନଷ୍ଟ ହେବା — To be destroyed.