ନଷ୍ଟ ଚରିତ୍ର

ଉଚ୍ଚାରଣ

ସମ୍ପାଦନା
(ନଷ୍ଟ ଚରିତ୍ରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ନଷ୍ଟ+ ଚରିତ୍ର)

ସମ୍ପାଦନା

ଯାହାର ଚରିତ୍ର ମନ୍ଦ — Of spoiled character.

ସଂସ୍କୃତ - ବିଶେଷ୍ୟ - (ନଷ୍ଟ+ ଚରିତ୍ର; କର୍ମଧା)

ସମ୍ପାଦନା

ମନ୍ଦ ଚରିତ୍ର —Bad character.