ନଷ୍ଟାମି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ନଷ୍ଟରୁ ବଙ୍ଗଳା ବିଶେଷ୍ୟ; ବଙ୍ଗାଳାରୁ ଅନୁକୃତ)

୧. ଦୃଷ୍ଟତା; ଦୁଷ୍ଟାମି —୧. Wickedness; turpitude; wantonness; depravity.
୨. ଭାଣ୍ଡ ପଣ —୨. Buffoonry.