ନଳୀ ଭଉଁରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସହଚର; ବଣିଆ ଶବ୍ଦ) ସମ୍ପାଦନା

କାନ ବା ନାକରେ ପିନ୍ଧିବା କେତେକ ଅଳଙ୍କାରରେ ପୋଲା ନଳୀ ପରି ଯେଉଁ ନାଡ଼ ଥାଏ (ତାହା ନଳୀ) ଓ ତାହା ଭିତରେ ଯେଉଁ ଖିଲ ଦିଆଯାଏ (ତାହା ଭଉଁରୀ) —The small tubular and screw-like pins attached to the middle of bracelets and anklets to make the two haves closed unto one another.