ନରମ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନର୍ମ—ଅନ୍ୟରୂପ)

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷଣ - (ଫାରାସୀ - ନରମ୍; ନର୍ମ ତୁଳ. ସଂସ୍କୃତ - ନମ୍ର) ସମ୍ପାଦନା

୧. କୋମଳ; କଅଁଳିଆ —୧. Soft
୨. ନମ୍ର; ମୃଦୂ; ଧୀର — ୨. Meek; gentle.
୩. ସୁକୁମାର —୩. Tender.
୪. ଯାହାକୁ ଚିପି ଦେଲେ ବସିଯାଏ ବା ଲଇଁଯାଏ — ୪. Supple; pliant.
୫. ଅନୁଦ୍ଧତ; ଶାନ୍ତ —୫. Mild.
୬. ଆର୍ଦ୍ର; ଓଦା —୬. Wet.
୭. ଦୟାର୍ଦ୍ର; କରୁଣାର୍ଦ୍ର —୭. Melting with pity.
୮. ଥଣ୍ଡା;ଶୀତଳ —୮. Cold; cooled down.
୯. ସହଜ —୯. Easy.

ବିଶେଷ୍ୟ - ସମ୍ପାଦନା

ଦର ବା ମୂଲ୍ୟର ହ୍ରାସ — Fall in price of a commodity.