ନରଜା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ବଣିଆ ଶବ୍ଦ; ଫାରାସୀ - ଲରଜା; କମ୍ପ; ନୋଲକମାନ ସର୍ବଦା ହଲୁଥିବାରୁ) ସମ୍ପାଦନା

କୌଣସି ଅଳଙ୍କାର ତଳେ ସୁନା ବା ମୁକ୍ତାର ଦାନାକୁ ଗୁନ୍ଥି ଝୁଲାଇବା ଉଦ୍ଦେଶ୍ୟରେ ବ୍ୟବହୃତ ସୁନା ବା ରୂପାର ତାର — Gold or silver wire used for stringing a gem when it is used as a pendant.