ନମୁନା

ଉଚ୍ଚାରଣ

ସମ୍ପାଦନା
  • (file)

ଅନୁବାଦ

ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - )

ସମ୍ପାଦନା
୧. ଆଦର୍ଶ — ୧. Model.
୨. ଚିତ୍ର ଆଙ୍କିବା ପୂର୍ବରୁ ଚିତ୍ରକର ମୋଟାମୋଟି ଆଙ୍କିବା ଚିତ୍ର —୨. A preliminary rough sketch drawn by a painter.
୩. ମଛା; କୌଣସି ପଦାର୍ଥର ସ୍ୱରୁପ ଓ ଗୁଣ ଆଦି ଜଣାଇବା ପାଇଁ ସେହି ପଦାର୍ଥରୁ ନିଆଁ ଯାଇଥିବା ଅଂଶ — ୩. Specimen; sample; pattern.
୪. ନିଦର୍ଶନ —୪. Indication; proof.
୫. ଦୃଷ୍ଟାନ୍ତ —୫. Example.