ନମସ୍କାର

ଉଚ୍ଚାରଣ

ସମ୍ପାଦନା
  • (file)

ସଂସ୍କୃତ - ବିଶେଷ୍ୟ - (ନମସ୍+କୃ ଧାତୁ +ଭାବ. ଅ)

ସମ୍ପାଦନା

ଭକ୍ତିପୂର୍ବକ ଅଭିବାଦନ ବା ବନ୍ଦନା;ପ୍ରଣାମ; ଭକ୍ତି ସହକାରେ ଦଣ୍ଡବତ —Obeisance (as a token of respect; respectful salutation; paying homage.

[ଦ୍ରଷ୍ଟବ୍ୟ —ପ୍ରଣାମ ବା ନମସ୍କାର ଅନେକ ପ୍ରକାରରେ କରାଯାଏ ଯଥା—୧ ହାତ ଯୋଡ଼ି ମୁଣ୍ଡକୁ ନୁଆଁଇବା (ଅଧ୍ୟମ ନମସ୍କାର)— ୨ ଆଣ୍ଠୁମାଡ଼ି ବସି ଭୂମିରେ ମୁଣ୍ଡଲଗାଇବା (ମଧ୍ୟମ)—୩ ଦଣ୍ଡବତ୍ ଲମ୍ୱ ହୋଇ ଭୁମିରେ ମୁହଁ ମାଡ଼ି ପଡ଼ି ସାଷ୍ଟାଙ୍ଗ ନମସ୍କାର କରିବା (ଉତ୍ତମ)—ଆହୁରି ମଧ୍ୟ କାୟିକ,ବାଚିକ ଓ ମାନସିକ ଭେଦରେ ନମସ୍କାର୩ପ୍ରକାର]

ଦେଶଜ - ଅ

ସମ୍ପାଦନା

ନମ (ଦେଖ) - Name (See)