ବିଶେଷଣ (ସଂସ୍କୃତ) ସମ୍ପାଦନା

  • ନତ ହେବାର ଯୋଗ୍ୟ; ଯାହାକୁ ନୁଆଇଁ ହୁଏ
  • ଯାହାକୁ ନୁଆଇଁବା ଆବଶ୍ୟକ
  • ଯାହାକୁ ନମସ୍କାର କରିବା ଉଚିତ; ପୂଜନୀୟ


ନମନୀୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ନମନୀୟା—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ନମ୍ ଧାତୁ +କର୍ମ. ଅନୀୟ) ସମ୍ପାଦନା

୧. ନତହେବାର ଯୋଗ୍ୟ;ଯାହାକୁ ନୁଆଇଁ ହୁଏ — ୧. Pliant; flexible; plastic.


୨. ଯାହାକୁ ନୁଆଇଁବା ଆବଶ୍ୟକ — ୨. Requiring to be bent.
୩. ଯାହାଙ୍କୁ ନମସ୍କାର କରିବା ଉଚିତ; ପୂଜନୀୟ — ୩. Respectable.