ନବାବ୍ ବାହାଦୁର୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ନବାବ୍ ଓ ଫାରାସୀ - ବାହାଦୁର) ସମ୍ପାଦନା

ଭାରତୀୟ ସଂଭ୍ରାନ୍ତ ମୁସଲମାନଙ୍କୁ ଇଂରେଜ ସରକାରଙ୍କ ଦେବା ଉପାଧିବିଶେଷ —A title given to Mahomedans by the British Government.

[ ଦ୍ର— ହିନ୍ଦୁମାନଙ୍କୁ ଦେବା ଉପାଧି= ରାଏସାହେବ, ରାଓ ସାହେବ; ରାଏବାହାଦୁର୍, ରାଓବାହାଦୁର୍; ରାଓବାହାଦୁର୍; ରାଜା, ରାଜାବାହାଦୁର୍ ମୁସଲମାନଙ୍କୁ ଦେବାଉପାଧି= ଖାଁସାହେବ, ଖାଁ ବାହାଦୁର; ନବାବ୍, ନବାବ୍ ବାହାଦୁର୍ ]