ନବାବି
ନବାବି
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନା(ନବାବିଆ—ଅନ୍ୟରୂପ)
ବୈଦେଶିକ - ବିଶେଷଣ - (ଆରବୀ - ନବାବୀ)
ସମ୍ପାଦନା- ୧. ନବାବ ଯୋଗ୍ୟ — ୧. Befitting a Nabāb; princely.
- ୨. ବଡ଼ଲୋକିଆ; ଧନିସୁଲଭ (କର୍ମ) — ୨. (act) Becoming or befitting a rich man.
ବିଶେଷ୍ୟ -
ସମ୍ପାଦନା- ୧. ଧନମଦ; ଧନଗାରିମା —୧. Pride of riches.
- ୨. ନବାବ୍ ବା ପ୍ରାଦେଶିକ ଶାସନକର୍ତ୍ତାଙ୍କ ପଦ — ୨. The position of a Nawāb.
- ୩. ଧନସମ୍ପତି —୩. Riches; prosperity.
- ୪. ନବାବଙ୍କ ରାଜତ୍ୱକାଳ — ୪. The regime or rule of a Nawāb.
- ୫. ବଡ଼ଲୋକୀ; ଧନୀସୁଲଭ ଢଙ୍ଗ — ୫. Manners befitting a rich man.