ନବସନ୍ଦା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଫାରାସୀ - ନବୀସିନ୍ଦାହ୍) ସମ୍ପାଦନା

୧. ଦଲିଲ ଲେଖିବା ବ୍ୟକ୍ତି; ଦଲିର ଲେଖକ ବ୍ୟକ୍ତି; ଦଲିର ଲେଖକ — ୧. The scribe or write of a document.
୨. ଦରଖାସ୍ତ ଲେଖକ —୨. Petition writer.
୩. ଲେଖକ —୩. Writer.