ନନ୍ଦିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ନନ୍ଦା, ନନ୍ଦିକା) ସମ୍ପାଦନା

୧. ଚଉଡ଼ାମୁହାଁ ମାଟିର ବଡ଼ ଜଳାଧାର ବା କୁଣ୍ଡ; ଜାହାଲ; ଅଳିଞ୍ଜର — ୧. A big wide-mouthed earthen water- jar.
୨. ନନ୍ଦ ନାମକ ବ୍ୟ୍ୟକ୍ତିର ଅନାଦରାର୍ଥକ ଡାକ ନାମ — ୨. Name for calling Nanda disrespect fully.