ନଣନ୍ଦ ପଣିଆଁ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ପ୍ରାଦେଶିକ - (ଯାଜପୁର) ବିଶେଷ୍ୟ - ସମ୍ପାଦନା

ଭାଇର ସ୍ତ୍ରୀ ପହିଲି ପାଳି ଆସି ଘରେ ଗୋଡ଼ ଦେବା ବେଳେ ଭଉଣୀ (ନଣନ୍ଦ) ଦୁଆର ମୁହଁରେ ଗୋଡ଼ ଲମ୍ୱାଇ ବସି ଭାଉଜକୁ ବାଟ ଓଗାଳିବା ରୂପ ଅଧିକାର—

[ଦ୍ରଷ୍ଟବ୍ୟ —ନଣନ୍ଦ ଖଣ୍ଡିଏ ଲୁଗା ପାଇଲେ ଭାଉଜକୁ ବାଟ ଛାଡ଼ି ଦିଏ]