ନଡ଼ିଆ ଭଉଁରିଆ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ପ୍ରାଦେଶିକ - (ପୁରୀ) ବିଶେଷ୍ୟ - ସମ୍ପାଦନା

୧. ପ୍ରତ୍ୟେକ ନଡ଼ିଆଗଛରେ ଥିବା ଗୋଟମା, ମୁଡ଼ୁକ, ପଇଡ଼, ପାଣିଚି ଓ ପାଚିଲା ନଡ଼ିଆ ଆଦିର ହିସାବ ଯେଉଁ ପତ୍ରରେ ଲେଖା ହୁଏ —୧. A list or catalogue showing the number of cocoanuts, large and small, existing in cocoanut trees.
୨. ତାଳପତ୍ରରେ ନଡ଼ିଆର ହିସାବ ଲେଖିବା —୨. Writting the accounts of cocoanuts (specially on palm leaf).