ନଜରବାଜ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ନଜର୍+ଫାରାସୀ - ବାଜ୍) ସମ୍ପାଦନା

୧. କୁହୁକୀ; ଐନ୍ଦ୍ରଜାଲିକ — ୧. Juggler; magician.
୨. ପ୍ରତାରକ; ଠକ — ୨. Swindler; knave.
୩. ଯେଉଁ ଡାହାଣା ବା ଡାହାଣୀ ଖାଦ୍ୟ ବା ଶିଶୁମାନଙ୍କ ଉପରେ ପାପ ଦୃଷ୍ଟି ପକାଏ —୩. A person (man or woman) who casts sinister look on food or children.

ବିଶେଷଣ - ସମ୍ପାଦନା

୧. ତୀକ୍ଷ୍ଣ ଦୃଷ୍ଟି ବିଶିଷ୍ଟ (ବ୍ୟକ୍ତି) —୧. Having a sharp look-out; keen-eyed; keen-sighted.
୨. ଯେ ଖାଦିୟ ବା ଶିଶୁଙ୍କପ୍ରତି ପାପ ଦୃଷ୍ଟି ପକାଏ — ୨. Habituated to casting sinister look on food or children.