ନଜରବନ୍ଦ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଣ(କଚିରିଆ)(ଆରବୀ - ନଜର୍+ଫାରାସୀ - ବନ୍ଦ୍) ସମ୍ପାଦନା

୧. ପ୍ରହରି—ରକ୍ଷିତ —୧. Guarded.
୨. ଅଟକ ରଖାଯିବା; କାରାବଦ୍ଧ — ୨. Confined; imprisoned.
୩. କଡ଼ା ବା ସତର୍କ ଦୃଷ୍ଟିରେ ରଖାଯାଇଥିବା — ୩. Kept under surneillance; watched.