ନଜଦିକ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ବୈଦେଶିକ - ବିଶେଷ୍ୟ - (ଆରବୀ - ନଚ୍ଚ୍ଦିକ୍=ନିକଟ) ସମ୍ପାଦନା

ସାମିପ୍ୟ; ନୈକଟ୍ୟ —Neearness; propinquity.

ବିଶେଷଣ - ସମ୍ପାଦନା

ନିକଟବର୍ତ୍ତୀ; ନିକଟସ୍ଥ — Near; adjacent; proximate.

କ୍ରି. ବିଶେଷ୍ୟ - ସମ୍ପାଦନା

ନିକଟରେ —Near; at hand.